Friday, July 22, 2022

हर रात एक नया सपना

 हर रात एक नया सपना बुनता हुँ,

बुना सपना उलझ जाति है सुबह,

गाँठ पड्ति कैसि न ये मेँ समझता हुँ,


हर रात एक नया सपना बुनता हुँ ।।


होस मेँ हुँ मगर आलम बेहोसि का

रसता न दिखे मगर , हे डगर हमजोलि का

हर रात एक नया सपना बुनता हुँ,


बेखूमारी के  सुबह ढुढँते व रातेँ

सपनोँ मे नया रँग भरते नयि बातेँ

हर रात एक नया सपना बुनता हुँ ।।


देबेन्द्र कुमार रथ

Sunday, July 17, 2022

Perception

 22nd April 2020


In our childhood when we were just about 12/13 years,  Ramayana seriel was 

telecasted. Rama, Ravan, Sita and specially Hanuman were our favorite Characters, we hardly understand what they're talking but watching was  a real fun.  And when Hanuman used to appear ,fun was doubled. War scenes of arrows and Gada were moments of those days. Then, TV was a fantasy for us and Ramayana was a mythology though some of us had a strong belief that had happened some thousands years ago. 

It has many glimpses in our society as it had been carrying forward in many mediums and in numerous languages. We knew the basic story but not gone into the depths of the series of happiness in the epic. 

And after so many years when it is being retelecasted, many a things are getting more clearer to our understanding. Yes, truly I start understanding and trying to understand. The characters, the dialogues and the meaning behind it making me irresistable.

Though, each episode is of immense important but today's episode made me overwhelmed and persuade me to introspect.


Rama returned from Vanabas, crowned as King after 14 years of sheer struggle in jungles for sake of his Mother's wish,  for the sake of his Father's word and for the sake of eliminating the sinful souls and to restore the prosperity, peace and virtue over 😈 Evil. He fought the deadliest War against Ravana and rescued his beloved wife Sita. 


Eventually, he had to face another biggest challenge when he came to know his own pupils distrust their Queen Sita and raising question on her sanctity as because as she had stayed at Lanka for 10 months in Ravana's proximity. Then, He took the most harrowing decision of his life and left Sita, again to the Jungle when she was pregnant.


Rama who born in the Earth, believed to be the Lord had faced a miserable life. Even being the Lord he faced most uncommon challenges of Life. But he stood firm in his stance of "Dharma and Kartavya " as a King. 

He left his wife as per the most bizarre sentiment of the people of his Kingdom who once called him the ideal and Maryada Purusottam Rama. 


Even after thousands years passed, most of us claim him of doing the wrong with his pregnant wife and in future also perhaps the questions would be raised. 


Thank God there was no Woman Commission, no feminists movement and no Supreem Court then or else he would have been questioning. This is the irony of our Society. 


The irony of the Human Race is that we could never value a good heart and could never endorse a good soul, as we often seek the same in our Heavenly dreams. We always pretend to be with him. 


God is the Supreme power whatever we name him Allah, Ishwar, WaheGuru or any name but truth always remain same, none of us can say he wants us to die for him, certainly not. He always showed us how to live and let live. 


God cannot be so selfish, rude and wrath to anyone. We the Man have given him different names, we the Man have given him different shapes and we have defined and confined him as per our perception. 


God has made us Man and given us a brain to think. The inestimable brain is the boon and the only blessings to all Humans by the unseen, untouch and invincible in the abode. 


I really wonder about which God we are always talking about and for which God we are fighting among ourselves????? 


Debendra Rath 




କଳା ପାହଡ

କଳା ପାହାଡ

ଇତିହାସ ର କେଉଁ ପୃଷ୍ଠାରେ କଳା ପାହାଡ ଲୁଚି ଅଛି, ଆମେ ସଠିକ ଭାବେ ଜାଣି ନାହୁଁ, ତା ରୂପ କେମିତି ତାର କଳ୍ପନା ମଧ୍ୟ କରିନାହୁଁ, କେବଳ ଏତିକି ଶୁଣିଛୁ ତା ପାଇଁ କିର୍ତ୍ତୀରାଜି ଭଗ୍ନସ୍ତୁପ ସାଜିଛି, ଆମ ଆରାଧ୍ୟ ଅନେକ ଥର ପାତାଳି ହୋଇଛନ୍ତି। ଏ ସଵୁ ର ଲିପିବଦ୍ଧ ଦସ୍ତାଵେଜ ଵୋଧ ହୁଏ ନାହିଁ, କେଵଳ ଜନସ୍ରୃତିରେ। ପ୍ରମାଣ ମାଗୁଥିବା ଆଜିର ଵୈଞାନିକ ଯୁଗର ଦାୟାଦ ମାନଙ୍କୁ ଵୁଝାଇବା ବଡ କଷ୍ଟକର ହେବ, ଅତିତ ରେ ଘଟିଥିବା ଅନ୍ୟାୟ ସଵୁ ଲୁଚି ରହିଛି।

ଆକ୍ରାନ୍ତା ଙ୍କ ଆକ୍ରମଣରେ ଏ ଭୂମି ଅନେକ ବାର ରକ୍ତରଜିଂତ ହେଇଛି, ତାର ହିସାବ କାହା ପାଖରେ ନାହିଁ। 

ଵିଡମ୍ବନା ଯେ କିଛି ବୁଦ୍ଧିଜିଵୀ ଯୁକ୍ତି ବାଢନ୍ତି , ଏ ମତ ଓ ଵିଶ୍ଵାସ କାହିଁ ହଜାର ହଜାର ବର୍ଷ ପୂର୍ବରୁ ଥିଲା ଓ ଆଗକୁ ଅକ୍ଷୁର୍ଣ ରହିବ। କିନ୍ତୁ ସୁଚେଇଦେବା ପାଇଁ ଚାହେଁ କିଛି ଶତାଦ୍ଧି ତଳେ ଇରାନ୍, ଇରାକ, ଆଫଗାନିସ୍ଥାନ,ମାଲୟେସିଆ, ଇଣ୍ଡୋନେସିଆ, କମ୍ଵୋଡିଆ, ପାକିସ୍ଥାନ, ଵାନ୍ଗାଲାଦେଶ ଏ ସବୁ ରାଷ୍ଟ୍ର ଭିନ୍ନ ମତ ଓ ପନ୍ଥ ଥିଲେ କିନ୍ତୁ ଆଜି ର ଚିତ୍ର ଅଲଗା। ସମନ୍ଵୟ ଓ ଉଦାରବାଦ ର ପରାକାଷ୍ଠା ଦେଖନ୍ତୁ, ସବୁ ଥିରେ ସମନ୍ବୟତା ରକ୍ଷା କରିବା ଦାୟିତ୍ଵ କେଵଳ ଗୋଟେ ପକ୍ଷର। "ଈଶ୍ଵର ଆଲ୍ଲା ତେରୋ ନାମ୍, ସବକୋ ସମ୍ମତି ଦେ ଭଗବାନନ୍ " ଏ ଆମର ମନ୍ତ୍ର । ପିର , ଫକିର, ବାବା ଆମର ପୂଜ୍ୟ। ଆମ ଜୀବନ ଯାତ୍ରା ର ଏ ସବୁ ଅଭିନ୍ନ ଅଂଗ। କିନ୍ତୁ ଅପର ପକ୍ଷ ସଂପୂର୍ଣ ରୂପେ ସ୍ପଷ୍ଟବାଦୀ, ତାଙ୍କ ବିଶ୍ଵାସ ର ପରିଧି ଵଜ୍ର ଠୁ କଠିନ। ଉଦାରବାଦିତା ଓ ସମନ୍ଵୟତା ର ଉଦାହରଣ ଅନେକ, ଶିଶୁ ଟେ ଜନ୍ମ ର ପ୍ରଥମ ଵର୍ଷ ରେ ସତ୍ୟ ପିର ଙ୍କ ପୂଜା। ଏ ପିର କିଏ ଆମେ କେଵେ ପ୍ରଶ୍ନ କରିନାହୁଁ। 


ଏ ମତ ଓ ବିଶ୍ଵାସ କ୍ଷୁର୍ଣ ହୋଇଚାଲିଛି। ଆଖିରେ କଳା କନା ଘୋଡେଈ ନ୍ୟାୟ କୁ ଅପେକ୍ଷା କରିବାକୁ ଯଦି ପଡିଥାନ୍ତା, ତେବେ ମହାଭାରତ ହୋଇନଥାନ୍ତା। ସେ ଵୁଦ୍ଧିଜିଵୀ ମାନଙ୍କୁ ମୋର ଗୋଟିଏ ପ୍ରଶ୍ନ ଯାହାଙ୍କୁ ଆମେ ଇଷ୍ଟ ଵୋଲି ମାନୁଛେ, ସେ ଜଗତ କୁ କି ଵାର୍ତ୍ତା ଦେଇଛନ୍ତି। ଅଂହିସା  ପରୋମ ଧର୍ମ, ଧର୍ମ ରକ୍ଷତି ତଦୈବଚ। ଅନ୍ୟାୟ, ମିଥ୍ୟା ବିରୁଦ୍ଧ ରେ ସ୍ଵର କୁ ଶାଣିତ କରିବା ଏଵଂ ସମୟ ଆସିଲେ ଅସ୍ତ୍ର ଉଠାଇବା ମଣିଷ ର ଧର୍ମ। ସତ୍ୟ କୁ ଵହୁତ ଦିନ ଲୁଚାଇ ରଖା ଯାଇ ପାରେନା। 

ମିଥ୍ୟା କୁ ଯେତେ ସୁନ୍ଦର ପୋଷାକ ପିନ୍ଧେଇଲେ ମଧ୍ୟ ମଳିନତା କେଵେ ଯାଏନା। 


କଳା ପାହାଡ ଏବେ ମଧ୍ୟ ବଚିଂଛି, ଲୁଚିକି ସମୟେ ସମୟେ ଘାତ ମଧ୍ୟ କରୁଛି। ଅନ୍ଧକାର ର ଆଢୁଆଳରେ ଶତ୍ରୃ ଲୁଚିଥିବ ଆଉ ଏପରି ବାରମ୍ଵାର ଘାତ କରୁଥିବ। 


ଏପରି ଗୋଟେ ମର୍ମନ୍ତୁଦ ଘଟଣା ୩୨ ବର୍ଷ ତଳର , କଳା ପାହାଡ ର ପୂର୍ନଜନ୍ମ ହୋଇଥିଲା। 

୧୯୯୨ ମସିହା ନଭେମ୍ବର ମାସ ୨୮/୨୯ ତାରିଖରେ, କାନପୁର ରେ ଆୟୋଜିତ ଏକ ବିଶାଳ ଛାତ୍ର ସମ୍ମିଳନୀ ରେ, ଜମ୍ମୁ କାଶ୍ମୀର ର ଛାତ୍ର ଛାତ୍ରୀ ମାନଙ୍କର ସେ ବୁକୁ ଚିରା କାନ୍ଦ ଏଵେ ମନେ ପଡୁଛି। କିଏ କାହାର ଵାପା, କିଏ ମା' ଆଉ କିଏ ଭାଇ ଭଉଣୀ ସ୍ଵପରିଜନ, ଭିଟା ମାଟି, ସମ୍ପଦ ସଵୁ ହରାଇ ଦାଣ୍ଡ ର ଭିକାରି ସାଜିଛନ୍ତି। ସେ ସମୟରେ ଆଖିକୁ ସମ୍ଵେଦନଶୀଳ କରିବା ଛଡା ଅନ୍ୟ ଉପାୟ କିଛି ନଥିଲା। କିନ୍ତୁ ଆଜି ଦିର୍ଘ ୩୨ ଵର୍ଷ ପରେ ସେ କ୍ରୁର ସତ୍ୟତା କୁ ପ୍ରାମାଣିକ ଚଳଚିତ୍ର ଭାଵେ ଉଦ୍ଜିଵିତ କରା ଯାଇଛି। ସବୁ ହୃଦୟଵାନ #kashmirfiles ଚଳଚିତ୍ର ଟିକୁ ଦେଖିଵେ।

ହୃଦୟବୋଧ କରିଵେ ଆମ ଭିତର କଳା ପାହାଡ କୁ। 

ଦେଵେନ୍ଦ୍ର ରଥ

मन कि आँख

 इस आशा से आकाश के ओर देखता रहा, पलक को भी वझल होते नहीं दिआ । कहि ऊपर से मा गौरी ओर बाबा भोलेनाथ देखते होंगें, कृपा बर्षाऐ होगेँ। 

और मैं न अधाँ बनजाउँ। 


फिर से हालात पर तरसु, खुद को कोषुँ, भाग्य पर रोऊँ। 

ये भूल न होगा दोबारा ।


आँखे तो खुली है अब मन का आँख भी खोलदुँ ।

इस बार कृपा के थैली हमारी होगि।


देबेनद्र रथ

Thursday, May 27, 2021

ନିମନ୍ତ୍ରଣ


ନିମନ୍ତ୍ରଣ 

ଭୋର ୪ଟା ରୁ ଦାଶ ଵାଵୁ ଧଡପଡ ହୋଇ ଉଠି ପଡିଲେ, ଦେଖିଲା ଵେଳକୁ ସ୍ତ୍ରୀ ସଜ ବାଜ ହୋଇ କିଛି କାମରେ ଵ୍ୟସ୍ତ।  ସାମନ୍ୟ ଚିଡି ଯାଇ କହିଲେ ମୋତେ କାହିଁକି ଡାକିଲନି ! ମୀତା ଦେଵୀ ହସି ହସି କହିଲେ ବହୁତ ସମୟ ଅଛି, ତୁମେ ନିତ୍ୟକର୍ମ ସାରି ପକାଅ। ତୁମେ ୫ ଟା ସୁଦ୍ଧା ତିଆରି ହେଇଯାଅ,ଆମେ ୬.୩୦ ବେଳକୁ ପହଞ୍ଚି ପାରିବା, ମୁଁ ରଵିନନା ଙ୍କୁ ଫୋନ୍ କରି ଦେଇଛି, ସେ ଆମକୁ ଅପେକ୍ଷା କରିଥିବେ। 


ସଵୁ କାମ ସାରି ଦାଶ ବାବୁ ତଳକୁ ଓହ୍ଲାଇ ଦେଖିଲେ ଘରର ସବୁ ସଦସ୍ୟମାନେ ହଲରେ ଅପେକ୍ଷା କରି ରହିଥାନ୍ତି। ଆଶ୍ଚର୍ଯ୍ୟ ହୋଇ ପଚାରିଲେ ଏ କ'ଣ, ଆମେ ତ ଦି ଜଣ ଯାଇଥାନ୍ତେ, ଏଠି କ'ଣ ପୁରା ପଲଟଣ। ଦାଶ ବାବୁ ଙ୍କ ଶାଶୁ ଵାହାରି କହିଲେ, ପୁଅ କାଲି ରାତିରେ ମୁଁ ମିତା କୁ କହିଲି, ଏ ସୁଯୋଗ ଆଉ କେବେ ମିଳିବ କି ନାହିଁ, ତା ଡୋରି କେଵେ ଲାଗିବ କି ନାହିଁ, ପୁରା ପରିବାର କୁ ନେଇ ତାକୁ ନିମନ୍ତ୍ରଣ କରିଯିବା,ସେଥି ପାଇଁ ଆମେ ସମସ୍ତେ ତିଆରି ହୋଇ ବସିଛୁ। 


ଦାଶ ବାବୁ ସ୍ମିତ ହାସ୍ୟ ଦେଇ କହିଲେ ଆଛା ଚାଲ, ତା ର ଡୋରି ଲାଗିଲା। ଝିଅ, ଜ୍ୱାଇଁ, ଦି ପୁଅ, ସାନ ଝିଅ, ଆଈ, ଦାଶ ବାବୁ ଆଉ ମିତା ଦେଵି ଵାହାରି ପଡିଲେ ଶ୍ରୀକ୍ଷେତ୍ର ଅଭିମୁଖେ। ବଡ ପୁଅର ଵାହାଘର ଆସନ୍ତା ୨୫ ତାରିଖ ରେ, ତେଣୁ ପୂଜାରୀ ନନା ଙ୍କ ନିର୍ଦ୍ଦେଶ ଅନୁସାରେ ଦାଶ ପରିବାର ବାହିରିଛନ୍ତି କାଳିଆ କୁ ନିମନ୍ତ୍ରଣ ଦେବା ପାଇଁ, ପ୍ରଥମେ ତାଙ୍କୁ ଡାକି ସାରିଲା ପରେ ଅନ୍ୟ ଆଡେ ଵୁଲିବାକୁ ପଡିବ। ସେଥିପାଇଁ ମିତା ଦେଵି ନଡ଼ିଆ, ଗୁଆ, ପାନ, ଫୁଲ, ଫଳ, ଭୋଗ, ତୁଳସୀ, ଚନ୍ଦନ, ମାଳ ଆଉ ପାଟ କନାରେ ଆଵୃତ ଜକମକିଆ ନିମନ୍ତ୍ରଣ ପତ୍ର ଟିକୁ ତାଙ୍କ କୋଳରେ ଥୋଇ ପୁରୀ  ପହଞ୍ଚିଲେ। ଆଜିକାଲିର ନିମନ୍ତ୍ରଣ ପତ୍ର ଗୁଡିକ କେବଳ ପତ୍ର ତ ନୁହଁ, ଗୋଟିଏ ଦାମିକା ଉପହାର ରେ ପରିଣତ ହୋଇଛି। 


ଗାଡି ଵଡ ଦାଣ୍ଡରେ ପସିଲା ବେଳକୁ ରଵିନନା ହାତ ଠାରିଲେ। ଯାହା ହେଉ ଆଜି ଦିନଟି ଭଲରେ ବିତିବ, ତା କୃପାରୁ ନନା ମଧ୍ୟ ଠିକ୍ ସମୟରେ ହାଜର। ନନାଙ୍କୁ ସମସ୍ତେ ପ୍ରଣିପାତ ଜଣାଇ ଦେଉଳ ଆଡକୁ ତରତର ହୋଇ ଵାହାରିଲେ। ରବିନନା ଆଶ୍ଵାସନା ଦେଇ କହିଲେ, ଆଜି ଦୁଆର ଫିଟା ଟିକେ ଡେରି ହେବ, ତେଣୁ ଆରାମ ରେ ଚାଲନ୍ତୁ। ଦାଶ ବାବୁ ଟିକିଏ ଵ୍ୟସ୍ତ ହୋଇ କହିଲେ, ଆମେ କାମ ସାରି ଦଶ ଟା ସୁଦ୍ଧା ଫେରି ଗଲେ, ମୁଁ ଅଫିସ ଯିଵି, ତେଣୁ ନନା ଟିକେ ଆୟୋଜନ ଜଲ୍ଦି କରେଇଵେ।


ଆଞା ଅଫିସ ଆଜି ସଂଧ୍ୟାରେ କରିବେ ରବିନନା ଥଟ୍ଟା କରି କହିଲେ। ପୁଅ ଵୋହୂ ଙ୍କ ମଂଗଳ କାମନା କରି ଏତେ ଦୂରରୁ ସପରିବାର ସାଆନ୍ତ ଙ୍କୁ ନିମନ୍ତ୍ରଣ କରିବା ପାଇଁ ଆସିଛନ୍ତି ସେଥିରେ ପୁଣି ସମୟ ରେ କାର୍ପଣ୍ୟ କାହିଁକି। ଜଗା ଏବେ ନିଦରୁ ଉଠିନି, ଉଠିବ ଅବକାଶ ହେବ, ମଲମ ହେବ, ସିଂଘାର ହେବ, ବାଳ ଭୋଗ ଖାଇବ, ତା ପରେ ଦରବାର ଲଗେଇଦବ। ଆଉ ଆପଣ ଏବେଠୁ ଛାନିଆ ହେଲେଣି ଫେରି ବା ପାଇଁ। 

ଆପଣ ନିତ୍ୟକର୍ମ କରୁଥିବା ସମୟରେ କ'ଣ କାହକୁ ଭେଟନ୍ତି?  

ଦାଶ ବାବୁ ନନାଙ୍କ ମର୍ମ ଵୁଝିପାରିଲେ, କହିଲେ ହଁ ଆଞା, ଭୁଲ ଚିନ୍ତା କରି ଥିଲି, ନା ନା ଆଜି ଅଫିସ ବନ୍ଦ। ଏପରି କଥା ହୋଇ ସମସ୍ତେ ସିଂହ ଦ୍ଵାର ପର୍ଯ୍ୟନ୍ତ ପହଚିଁ ଗଲେ।  ଜୟ ଜଗନ୍ନାଥ ଜୟ ଜଗଦୀଶ ରେ ଦାଣ୍ଡ ସାରା ପ୍ରକମ୍ପିତ ହେଉଥାଏ। 


ରଵିନନା କହିଲେ ମୁଁ ସଵୁ ବ୍ୟବସ୍ଥା କରିସାରିଛି, ଆଜି ଆପଣ ମାନେ ଆନନ୍ଦ ରେ କାଳିଆ ର ସକାଳ ନୀତି ଦେଖିଵେ, ମହାପ୍ରସାଦ ପାଇବେ, ତା ପରେ ସ୍ବସ୍ଥାନ ଫେରିବା ହେଵେ। ସମସ୍ତେ ବାଈସି ପାହାଚ ଚଢି ମନ୍ଦିର ଭିତରକୁ ପ୍ରବେଶ କଲେ, ନନା ତାଙ୍କୁ ନେଇ ଗରୁଡ଼ ସ୍ତମ୍ଭ ପଛରେ ଵସିବା ପାଇଁ କହିଲେ। ଭଜନ, ଜଣାଣ, ଗୀତଗୋବିନ୍ଦ ଓ ହରିବୋଲ ହୁଳହୁଳି ରେ ଚର୍ତୁଦିଗ ଭାବମୟ ହେଉଥିଲା, ଦୁଆର ଫିଟା ହେଲା, ଆଗକୁ ଆଗକୁ ନିତି ବଢି ଚାଲିଲା। ମଝିରେ ନନା ଆସି କେତେ ବେଳେ ତୁଳସୀ, ଚନ୍ଦନ ତ କେତେବେଳେ ଆଳତି, କର୍ପୂର,ଝଡା ଫୁଲ ଆଣି ଦେଇ ଯାଉଥାନ୍ତି। ଵାଳ ଭୋଗ ବଢିଲା, ନନା ସମସ୍ତ ଙ୍କୁ ନେଇ ଭିତର କାଠ ଵାଡ ପର୍ଯ୍ୟନ୍ତ ନେଇଗଲେ, ଏଵେ ତିନି ଠାକୁରଙ୍କୁ ଏତେପାଖରେ ଦେଖି ସମସ୍ତେ ଵିଭୋର, ସମସ୍ତ ଙ୍କ ଆଖି ରେ ଅଶ୍ରୁଧାର।

ଥାଳିରେ ସଜାଥିବା ସାମଗ୍ରୀ ସହ ପାଟକନା ଗୁଡା ନିମନ୍ତ୍ରଣ ପତ୍ର ଟି ନେଇ ରଵିନନା ଗମ୍ଭିରା ଭିତରେ ପଶିଲେ। 


ଗମ୍ଭୀରା ଭିତରେ ପାଦ ରଖୁ ରଖୁ ହଠାତ୍ ଥାଳି ମଝିରୁ ନିମନ୍ତ୍ରଣ ପତ୍ର ଟି ତଳେ ପଡିଗଲା। ଥାଳିରେ ଥିବା ଅନ୍ୟ ଜିନିଷପତ୍ର କୁ ସମର୍ପଣ କରି, ତଳେ ପଡିଯାଇଥିବା ନିମନ୍ତ୍ରଣ ପତ୍ର ଟି କାଖ ରେ ଜାକି ରବିନନା ବାହାରକୁ ଚାଲି ଆସିଲେ। 


ଵେଢା ରେ ଥିବା ଅନ୍ୟ ଦେବା ଦେବୀ ଙ୍କ ଦର୍ଶନ ପରେ,  ନନା ସମସ୍ତ ଙ୍କୁ କୋଈଲ ବୈକୁଣ୍ଠ କୁ ନେଇ ଗଲେ। ଆପଣ ମାନେ ଏଠି ବସିଥାନ୍ତୁ, ମୁଁ ଅବଢା ର ବନ୍ଦୋବସ୍ତ ଦେଖୁଛି କହି ଆନନ୍ଦ ବଜାର ଆଡକୁ ଚାଲିଗଲେ। କିଛି ସମୟ ପରେ ନନା ଅବଢା ନେଇ ଫେରିଲେ, ତାର ମହ ମହ ଵାସନା ରେ ସମସ୍ତ ଙ୍କ କ୍ଷୁଧା ଆହୁରି ବଢି ଚାଲିଛି। "ଆଘ୍ରାଣେ ଅର୍ଦ୍ଧ ଭୋଜନ"।

ଖେଚେଡି, ଡାଲମା, ସାଗ, ଵେସର ପରଷା ଗଲା। ମହାପ୍ରସାଦ ପାଇ ସମସ୍ତେ ଅତ୍ୟନ୍ତ ଖୁସି, ଦାଶ ବାବୁ ଙ୍କ ଶାଶୁ କହିଲେ, ମୋ ଜୀବ ଦଶାରେ କେବେ ଏ ଅମୃତ ପାଇଥାନ୍ତି କି ନାହିଁ, ତା କୃପା ରୁ ମୁଁ ଧନ୍ଯ ହେଲି। ପିଲା ମାନେ ମଧ୍ୟ ପ୍ରଫୁଲ୍ଲିତ, ଏତ ଅମୃତ ଆମେ ମଧ୍ଯ କେଵେ ଏହାର ସୁଯୋଗ ପାଇନଥିଲୁ। ସମସ୍ତେ ମହାପ୍ରଭୁ ଙ୍କ ଗୁଣଗାନ କରି ଚାଲିଛନ୍ତି।


ଏଭିତରେ ଦାଶ ଦମ୍ପତ୍ତି ଟିକିଏ ଗମ୍ଭୀର ଦିଶୁଥିଲେ। ମିତା ଦେବୀ ରଵିନନା ଆଡକୁ ଚାହିଁ ପଚାରିଲେ ଆପଣଙ୍କ ମୁହଁ ଆଉ ହସ ହସ ନାହିଁ, ଆମେ ଯେଉଁ କଥା ଭାବି ଵ୍ୟଥିତ ହେଉଛୁ, ଆପଣ କ'ଣ ସେୟା ଭାବୁଛନ୍ତି? 

ହଁ, ସେତେଵେଳଠୁ ମନ ଭାରି ହୋଇଗଲା, ନିମନ୍ତ୍ରଣ ପତ୍ର ଟା ମୋଟା ଆଉ ଓଜନିଆ ଥିଲା, ଥାଳି ମଝିରେ ମଧ୍ୟ ଥିଲା ତଥାପି ତଳକୁ ଖସି ପଡ଼ିଲା ମୋତେ ବଡ ଆଶ୍ଚର୍ଯ୍ୟ ଲାଗୁଛି। ଆମ ଆଡୁ କିଛି କ'ଣ ତ୍ରୁଟି ରହିଗଲା କି ନନା, ବୋଲି ଦାଶ ବାବୁ ପଚାରିଲେ? 

ଆଞା ଆମେ ଛାର ତାର ସେବକ, ସେ ଅନ୍ର୍ତୟାମି। ତା ମନରେ କ'ଣ ଥିବ କିଏ ଜାଣିବ। ତାକୁ ଆତ୍ମାର ସହ ଡାକନ୍ତୁ, ସବୁ ଠିକ୍ ସେ କରିବ। ରଵିନନା ସମସ୍ତ ଙ୍କୁ ଆର୍ଶୀବାଦ ଦେଇ ଵିଦା କଲେ। 


ଦାଶ ବାବୁ ଗାଡି ରେ ଵସି ସ୍ତ୍ରୀ ଙ୍କ ଆଡକୁ ଚାହିଁ କହିଲେ, ଆମ ଆଡୁ କିଛି ତ୍ରୁଟି ରହିଗଲା ଵୋଧେ, ନହେଲେ ଆମ ନିମନ୍ତ୍ରଣ କୁ କାହିଁକି କାଳିଆ ଠାକୁର ଗ୍ରହଣ କଲେ ନାହିଁ, ପାଖରେ ପହଞ୍ଚି ମଧ୍ୟ ଆମେ ତାଙ୍କୁ ନିମନ୍ତ୍ରଣ ପତ୍ର ଟି ଦେଇ ପାରିଲୁ ନାହିଁ। ତମେ ଦେଖିଛ ତଳେ ପଡ଼ି ଗଲା ପରେ, ପୂଜାପଣ୍ଡା ସାସନ୍ତ ଆଖି ଠାରି ରଵି ନନା କୁ ନ ଉଠେଇବା ପାଇଁ ଠାରିଲେ। 


ଏତିକି ଵେଳେ ଫୋନ୍ ଵାଜିଲା, ମାଂସ ଵେପାରି ଫୋନ କରିଛି। ଆସିଵା ଵେଳେ ଗାଡି ରେ ଵସିବା ଠୁ ଵଡ ଦାଣ୍ଡରେ ଓହ୍ଲାଇବା ପର୍ଯ୍ୟନ୍ତ ଦାଶ ବାବୁ ତା ସହିତ କଥାବାର୍ତ୍ତା ହୋଇ ଆସୁଥିଲେ। କୋଉଠୁ ଛେଳି ଆସିବ, କୋଉଠୁ କୁକୁଡ଼ା ଆସିବ, ପୁଣି କୋଇଠି ମାଛ ମରାହେବ, ଆମିଷ ଯେମିତି ନିଅଣ୍ଟ ନପଡେ, ଲୋକେ ଯେପରି ତାକୁ ନେଇ ନିନ୍ଦା ନ କରନ୍ତୁ। କଥା କିଛି ବାକି ଥିଲା, ତାକୁ କହି ଥିଲେ ଦି ଘଣ୍ଟା ଛାଡ଼ି ଫୋନ୍ କରିବୁ, ଏ ଭିତରେ ଆଠ ଘଣ୍ଟା ଵିତି ଯାଇଛି,ଆଉ ତାର ୧୨ ଟା ମିସ କଲ୍। ଫୋନ୍ ଉଠାଇବା ପାଇଁ ମନ ଵଳୁ ନଥାଏ। 


ଦାଶ ବାବୁ ଏଵେ ଠିକ୍ ବୁଝି ପାରିଲେ ଵୋଧେ, ଫୋନ ଉଠାଇ ମାଂସ ବେପାରୀ କୁ କହିଲେ, ସବୁ ଆମିଷ ଜିନିଷ ନ ଦେବା ପାଇଁ, ଫୋନ୍ କାଟି ଦେଲେ। ମିତା ଦେଵୀ ଆଶ୍ଚର୍ଯ୍ୟ ହୋଇ ଚାହିଁ ଥାନ୍ତି, ଦାଶ ବାବୁ ଆଖି ଛଳ ଛଳ କରି କହିଲେ, ଏହା ହିଁ ମୋର ଭୁଲ ଥିଲା ଵୋଧେ, ସେ କ'ଣ ଚାହୁଁଥିବ ଶହ ଶହ ପ୍ରାଣୀ କୁ ମାରି ଭୋଜି ରେ ଯୋଗ ଦେବ ବୋଲି? 

ସେଥି ପାଇଁ ଆମ ନିମନ୍ତ୍ରଣ କୁ ଗ୍ରହଣ କଲାନି। 


ମୁଁ କାଲି ଆଉ ଥରେ ଏକା ଆସିଵି ,ନୂଆ ନିମନ୍ତ୍ରଣ ନେଇ। 

ଜୟ ଜଗନ୍ନାଥ 


ଦେବେନ୍ଦ୍ର ରଥ 

ପୁରୀ।




Sevakas in Disguise

 Today everyone is talking about Sevakas of Puri Jagannath Temple, some praise and some criticise. Fact is faraway from their knowledge and  this is not their fault cause the contribution, the sacrifice and the devotion of this sect was never told in briefly. 


Now, we see the present and ongoing happening in Puri due to media house and freshly for few years in social media. TV started broadcasting the Ratha Yatra since 1990 if I am not wrong. So the people started to get curious about that and offcourse during this period all of us knew much about Puri. Ratha Yatra is one of the festival among many other festivals conducted in Temple, so the contribution of the sevayats are seen only in Ratha Yatra not in other such big festivals happening inside the Temple where they do the same and their part is invisible. 


Most of the time, they are being criticized for their golden ornaments, properties and few for their rough behavior. Its true to some extent that they showoff their well-being. Just 20-25 years before they were also like any other body suffering from proverty and fighting for survival with their daily needs. And that's why it is said let live for today, he (Jagannath) is there for tomorrow. Since everything got changed economically, they also became stable not serving in Temple only rather working hard in many sectors. You can see them as Judge, Lawyers, CAs, Doctors, Hoteliers, Govt Officers, in Defence, in Secretarial jobs and as Entrepreneurs almost in all fields. And now a very good number of this generation have settled in overseas America etc.


Let's go to the past - pre independence time or before to that. Imagine today people are coming to Puri by road, rail and air, so then how people would be coming and in what number?  How would they have stayed in Puri and how they would have feeded during their stay. Who were bringing them to Puri, probably media was not there to advertise or propagate. 


As per the Historian this temple is built 1200 years back but mythology says different. Lets stand with History which is not written by us. We know the 1200 years of History of our Nation and we were not independent, ruled by Muslims and later by British. During these hundreds of years this temple stands as it is so the tradition, culture and its believers. Nothing could hamper it's dignity. Empires came and vanished. But this stands still. Many attempts and attacks had been made to sabotage, to destroy and to perish it from the land. 


Today's population of Puri is 2.5 lakhs, so thinking about the population of that times who were there to protect from outsiders. 

Sevayats were traveling village to village, state to state by walking through jungles, riverside, mountains and by tedious pathway to preach Jagannath's devotion and educating Sanatan Dharma. 

They used to bring devotees with them, give shelter in their own house or in any Matha and take care of their Food and also assures their safe going back journey to their homeland. Today, we can find Sevakas are known by the place from where their ancestors used to go such as Nepal Panda, Assam Panda, Manipur Panda, Jhansi Panda, Bengal Panda and the list goes on. Interestingly, a person of that place if visiting Puri can get his forefathers history.

So, they were the first Pilgrimage Tour Operator and Hospitality provider and as well Hoteliers (Matha, Dharmasala, Jaga) were the place to give shelter.


We can get brief details in History that how many times Puri's temple attacked by Muslim rullers and how many times deities had shifted to different places of State for years and once also for almost hundred years. But still nobody forgot his Aradhya and brought him back to his sanctorium again and again, perhaps due to his love and devotion. Otherwise, we forget our own  children, parents, siblings in few months and years, who is going to take care of huge three logs. Surprisingly, the ritual we see today , have been happening since ages and this Sevakas were there. 


Only the Love and Faith towards him made them stronger to fight against all odds and hindrance in the leadership of Gajapati Kings of those times till Temple gone to Govt control in independent India. 


We cannot escape the importance of Jega Ghar where all male members used to learn martial art and fighting skill. So that they can fight with enemies in the hour of need. 


Oddisi classic dance and song both are acclaimed high regards Worldwide and give us a special identity, were born in Jagannath's Temple culture only and surely these artists were definitely from Sevakas. Mahari Dance form, Gotipua, Oddisi are all created from here only. 

Sankaracharya, Guru Nanak, Mahaprabhu Chaitanya and endless Sadhu's, Monks visited Puri, stayed for months and years and some of them took their last breath here ,are definitely not complaining. Totapuri Maharaj who happens to the Guru of Swami Rama Krishna Paramahansa, Srila Prabhupada were all devotees and apparently spreaded the importance of Lord were not complainant. 


Empires came and fallen, dynasty raised and vanished, civilization evolved and perished but one belief is still alive that He is not merely a statue or log, he is alive, a human being like you and me, he is my friend, my love, my parents, my family so it's still here for whom we have made our identity and say we are Odia. The entire World known him as The Lord of Universe. Today, the entire World has become his Disciple. Who teaches the actual meaning of Vasudeba Kutumbakam, we perhaps don't know from all the sects of society starting from a sweeper community to Sabar community, Vaisya to Milkman community and Sadhu's to Brahman are all Sevaks. 


We cannot say what they are doing today is unjust and absord and also cannot judge all at one perception, might be some are rude, greedy and cunning as it is everywhere in Human Society. If today we are proud of being hailed from the land of Jagannath because of these Sevakas and their knowing and unknowning contribution in protecting this magnificent and wonderful culture. 

By Debendra Kumar Rath 

26/06/2020


फिर तुम क्यों नहीं आते

 और कितने  बार तुम आऔगे , किस किस रुप में आऔगे,     

अगर पाप पुण्य ये खेला हे, सच झुठ का मेला है , 

फिर तुम क्यौं आते हो ।

                                      

कंस मरा, रावण हारा, दुर्योधन का संहार भला 

फिर भि पाप के बौझ से भारि हे धरातला, 

फिर तुम क्यौं आते हो।                         


मन भि त्रस्त तन भि त्रस्त यै कैसा  ऊलझन हे , 

कया सच  सहि मै कमजोर हे, पाप  ईतना पुरजोर हे, 

फिर तुम क्यौं आते हो।

                   

ईस बार आना भले मत जाना , 

जड सै मिटादो ईस पाप को , अंत करादो इस झुठ को, 

सच हि सच हो, पुण्य हि पुण्य हो , 


फिर तुम क्यौं नहि आते हो ।


By Debendra Rath